ମରଣଯନ୍ତା ପାଲଟିଛି ପୁରୀ ବାଇପାସ : ବର୍ଷକୁ ଖର୍ଚ୍ଚ ୫କୋଟି, ଟଙ୍କାକର କାମ ଦେଉନି

ଠିକା ସଂସ୍ଥାକୁ ପୋଷୁଛି ଏନ୍ଏଚ୍ଏଆଇ, ସବୁଜାଣି କାହିଁକି ଚୁପ୍ କର୍ତ୍ତୃପକ୍ଷ? ଭୁବନେଶ୍ବର : ଠିକାସଂସ୍ଥା ପ୍ରତିବର୍ଷ ୫ କୋଟି ୩୧ ଲକ୍ଷ ୩୩ହଜାର ଟଙ୍କା ସରକାରଙ୍କଠାରୁ ଗଣି ନେଉଛି। କିନ୍ତୁ ଯୋଉ କାମ ପାଇଁ ଏତେଗୁଡ଼ାଏ ଟଙ୍କା ନେଉଛି, ସେ କାମ କରୁନି। ନା ରାସ୍ତାରୁ ବାଲିସଫା କରୁଛି ନା ଦୁର୍ଘଟଣାରୁ ବର୍ତ୍ତିବା ପାଇଁ କ୍ୟାଟ୍ ଆଇ ଓ ରେଡିୟମ୍ ଲାଇଟ୍ ଭଳି ଅତ୍ୟାବଶ୍ୟକ ଜିନିଷ ରାସ୍ତାକଡ଼‌ରେ ଲଗାଉଛି। ସବୁଠୁ … Continue reading ମରଣଯନ୍ତା ପାଲଟିଛି ପୁରୀ ବାଇପାସ : ବର୍ଷକୁ ଖର୍ଚ୍ଚ ୫କୋଟି, ଟଙ୍କାକର କାମ ଦେଉନି